ମନୋରଞ୍ଜନ

ମାଡ଼ ମାରି ଟ୍ରୋଲ ହେଲେ ଜ୍ୟାକି ଶ୍ରଫ

(ମୁମ୍ବାଇ) : ପ୍ରଶଂସକଙ୍କୁ ମାଡ଼ ମାରି ଟ୍ରୋଲ ହେଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ତେବେ ସେ ପ୍ରଶଂସକଙ୍କ ସହ ସେ ଥଟ୍ଟା ମଜା କରୁଥିବାର ମଧ୍ୟ ଦେଖିବାକୁ ମିଳେ। ହେଲେ ଏବେ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ଲୋକଙ୍କୁ ପସନ୍ଦ ଆସିନଥିବା ଦେଖାଯାଇଛି।

ଭିଡିଓନୁଯାୟୀ , ଜ୍ୟାକି ହାତରେ ୨ଟି ଚାରାଗଛ ଧରିଛନ୍ତି। ଏହି ସମୟରେ ଜଣେ ଯୁବକ ସେଲଫି ନେବାକୁ ଆସିବାରୁ ସେ ତାଙ୍କ ମୁଣ୍ଡକୁ ଥଟ୍ଟାରେ ମାଡ଼ ମାରି ବାମପଟେ ଛିଡା ହେବାକୁ କହୁଛନ୍ତି। ଏହା ପରେ ସେ ଯୁବକଙ୍କ ସହ ଫଟୋ ଉଠାଉଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବିରକ୍ତି ପ୍ରକାଶ କରିଛନ୍ତି ପ୍ରଶଂସକ।

Related posts

ସରିଲା ନିର୍ବନ୍ଧ

mahabharatanews

ଖୁବଶୀଘ୍ର ଆସୁଛି ୱେବ୍ ସିରିଜ୍ ଅସୁର -୩  

mahabharatanews

‘ବିଗ୍‌ ବସ୍‌ ୧୭’ବିଜେତା ମୁନୱର୍‌ ଫାରୁକୀ

mahabharatanews