ମନୋରଞ୍ଜନ

ବିଜେପି ଛାଡିଲେ ଅଭିନେତ୍ରୀ ଜିନା ସାମଲ 

(ଭୁବନେଶ୍ୱର) : ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ମନମୋହନ ସାମଊଙ୍କ ନିକଟକୁ ପଠାଇଛନ୍ତି।

ସୂଚନାନୁଯାୟୀ , ଜୀନା ବାଲେଶ୍ବର ଜିଲ୍ଲା ଭୋଗରାଇ ଆସନରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ। ମ‌ାତ୍ର ବିଜେପି ତାଙ୍କୁ ଟିକେଟ ନ ଦେବା ଫଳରେ ସେ ଦଳ ଛାଡ଼ିଥିବା କୁହାଯାଉଛି। ଏହାପରେ ତାଙ୍କର ଆଭିମୁଖ୍ୟ କ’ଣହେବ ତାଉପରେ ରହିଛି ନଜର। ଜୀନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ୨୦୨୩ ମାର୍ଚ୍ଚ ମାସରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ।

Related posts

 ସୋ’ ଛାଡିବା ପରେ ଆୟେଶା ଖାନଙ୍କୁ ଫିଲ୍ମ ଅଫର  

mahabharatanews

ରିଲିଜ ହେଲା ‘ଗୋଡେ ଗୋଡେ ଚାଅ’ର ଟ୍ରେଲର

mahabharatanews

ଆଜି ତେଲେଙ୍ଗାନା ନିର୍ବାଚନ; ଲାଇନରେ ସାଉଥ୍‌ ସୁପର୍‌ଷ୍ଟାର୍

mahabharatanews