ଖେଳଦେଶ ବିଦେଶ

୩ ଦିନିଆ ଭାରତ ଗସ୍ତରେ ଲିଓନେଲ ମେସି

ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି । ୩ ଦିନିଆ ଭାରତ ଗସ୍ତରେ ଲିଓନେଲ ମେସି । କୋଲକାତା ବିମାନବନ୍ଦରରେ ଗତକାଲି ମଧ୍ୟ ରାତ୍ରରେ ମେସିଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରିଥିଲେ ଫ୍ୟାନ୍ସ । ୧୪ ବର୍ଷ ପରେ ଭାରତ ଗସ୍ତରେ ଆସିଛନ୍ତି ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଚିନ୍ ତେନ୍ଦୁଲକର ଏବଂ ଶାହରୁଖ ଖାନ, ମମତା ବାନାର୍ଜୀଙ୍କୁ ଭେଟିବେ । ତେବେ ଆଜି ସୁନୀଲ ଛେତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ ।

Chaos at Messi show in Kolkata | Football News

ଗତକାଲି ବିଳମ୍ବିତ ରାତିରେ ଭାରତ ଆସି କୋଲକାତାର ପହଞ୍ଚିଥିଲେ ଆର୍ଜେଣ୍ଟିନାର ମହାନ୍ ଫୁଟବଲ ତାରକା ଲିଓନେଲ ମେସି । ତାଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦର ବାହାରେ ହଜାର ହଜାର ଫୁଟବଲ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାସହ ତାଙ୍କର G.O.A.T ଇଣ୍ଡିଆ ଟୁର୍ – ୨୦୨୫ର ଶୁଭାରମ୍ଭ ହୋଇଛି । ଏହି ଗସ୍ତ ସମୟରେ ମେସି ୩ ଦିନରେ ୪ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୩ ଡିସେମ୍ବର ରେ କୋଲକାତା ଓ ହାଇଦ୍ରାବାଦ ୧୪ ଡିସେମ୍ବର ରେ ମୁମ୍ବାଇ, ୧୫ ଡିସେମ୍ବର ରେ ନୂଆଦିଲ୍ଲୀ ରେ ମେସିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

Lionel Messi Kolkata Tour, LIVE Updates: "Black Day For Kolkata," Fans'  React On 'Messy' Event | Football News

Related posts

ଔଷଧ ଦୋକାନରେ ଅବାଧରେ ବିକ୍ରି ହେବନି କଫ୍ ସିରପ୍

mahabharatanews

ଅଶାନ୍ତ ବାଂଲାଦେଶ, ବିପଦରେ ହିନ୍ଦୁ…

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

mahabharatanews