ଭାରତ

 ୧୪ରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ 

(ଦିଲ୍ଲୀ) :  କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ଲଞ୍ଚ କରିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପରେ କଂଗ୍ରେସ ବର୍ତ୍ତମାନ ସଜାଗ ହୋଇଛି । ଗତ ଥର ଏହି ଯାତ୍ରା ଦକ୍ଷିଣରୁ ଉତ୍ତରକୁ ଯାଇଥିବା ବେଳେ  ଏଥର ଯାତ୍ରା ପୂର୍ବରୁ ପଶ୍ଚିମକୁ ଯିବ |

ସୂଚନାନୁଯାୟୀ , ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ଜାନୁଆରୀ ୧୪ ରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରୁଛୁ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇଣ୍ଡିଆ ଆଲାଇନ୍ସର ନେତା, କଂଗ୍ରେସ ସହଯୋଗୀ ତଥା ନାଗରିକ ସମାଜର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଜାନୁଆରୀ ୧୪ରୁ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ ହେବ । ଏହି ସମୟ ମଧ୍ୟରେ, ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମାଧ୍ୟମରେ ଆମେ ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବା |

Related posts

ଘନ କୁହୁଡ଼ି ଜାରି : ୧୧୦ଟି ବିମାନ ବିଳମ୍ବିତ 

mahabharatanews

ଦିଲ୍ଲୀରେ ୧୦ ହଜାରରୁ ଉର୍ଦ୍ଧ ସୁରକ୍ଷାକର୍ମୀ ନିୟୋଜିତ

mahabharatanews

ତମାଖୁ ବିକ୍ରିକୁ ନେଇ ଜୁନ ୧ରୁ ନୂଆ ନିୟମ ଜାରି

mahabharatanews