ଅପରାଧ

ମାନସ ଦାସ ଗିରଫ

ଭୁବନେଶ୍ୱର : ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ବାନ୍ଧିଥିବା ସୂଚନା ମିଳିଛି । ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ଷ୍ଟେଜ ବଡି ଗାର୍ଡଙ୍କୁ ହତ୍ୟା ଧମକ ଦେବା ନେଇ ମାନସ ଦାସ ବିରୋଧରେ ଏତଲା କ୍ରମେ ତାଙ୍କୁ ଗିରଫ କରାଯାଇଛି ।

Related posts

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ସୁନା ଦୋକାନରେ ଲୁଟ

mahabharatanews

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା

mahabharatanews