ଓଡିଶା

ମୟୂରଭଞ୍ଜ ମହୋତ୍ସବରେ ଯୋଗଦେଲେ ମୟୁରଭଞ୍ଜ ମହାରାଜା ଓ ମହାରାଣୀ

ମୟୂରଭଞ୍ଜ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେଯୋଗଦେଲେ ମୟୁରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମିତା ରାଜଲକ୍ଷ୍ମୀ ଭଞ୍ଜଦେଓ। ଏହି ଉତ୍ସବରେ ମୟୁରଭଞ୍ଜ ବିଭାଜନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।  ଆଜି ଏହି ଐତିହାସିକ ମଞ୍ଚରେ କହିଛନ୍ତି ଅଖଣ୍ଡ ମୟୁରଭଞ୍ଜ ଗଠନ ପାଇଁ ମହାସଂଗ୍ରାମ କରିବା ପାଇଁ ବଡ ଆବଶ୍ୟକତା ରହିଛି। ତେଣୁ ମୟୁରଭଞ୍ଜ ଜିଲ୍ଲାକୁ ବିଖଣ୍ଡିତ ନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମହାରାଣୀ ରଶ୍ମିତା ରାଜଲକ୍ଷ୍ମୀ ଭଞ୍ଜଦେଓ। ସେ ଆହୁରି କହିଛନ୍ତି ଅଖଣ୍ଡ ମୟୁରଭଞ୍ଜ କୁ ବିଖଣ୍ଡିତ କରାନ ଯାଉ, ବଡ ବୟାନ ମହାରାଜା ମହାରାଣୀ ଅପିଲ କରିଛନ୍ତି।

Related posts

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ପଞ୍ଚମ ବାର୍ଷିକ ଉତ୍ସବ

mahabharatanews

ସୁଦୃଶ୍ୟ ହେଲା ଲଘୁଚାପ, ୩୦ ଯାଏଁ ବର୍ଷିବ

mahabharatanews

ଲକୁ ଡାଉନକୁ ଫୁ, ଚେଇଁ ସୋଇଛି କି ପ୍ରଶାସନ?

mahabharatanews