ଓଡିଶା

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ ଚାଲାଣ

ରାଜ୍ୟରେ ମାତିଛନ୍ତି ଗୋ-ଚାଲାଣକାରୀ । କାହିଁକି ଗୋ-ଚାଲାଣ ନିରୋଧି ଆଇନ ଆଣୁ ନାହାନ୍ତି ସରକାର । ବିଧାନସଭାରୁ ଆସିଥିବା ତଥ୍ୟ ଚିନ୍ତାଜନକ । ଗୋ ଚାଲାଣ କାରୀଙ୍କ ଭୂସ୍ବର୍ଗ ପାଲଟିଛି ପଶ୍ଚିମବଙ୍ଗ । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ ଚାଲାଣ । ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା, ତାମିଲନାଡୁ କୁ ଓଡ଼ିଶାରୁ ହେଉଛି ଗୋ ଚାଲାଣ । ତିନି ବର୍ଷ ରେ ସାମ୍ନା କୁ ଆସିଲାଣି ୧୮୭୮ ଗୋ ଚାଲାଣ ମାମଲା । ଗୋ ଚାଲାଣ ମାମଲା ରେ ୨୬୯୯ ଜଣ ଙ୍କୁ ଗିରଫ ଓ କୋର୍ଟ ଚାଲାଣ କରାଯାଇଛି । ଅପରେସନ ଗୋ ରକ୍ଷା ମାଧ୍ୟମରେ ୨୪ ହଜାର ୬୬୭ ଗୋ ମାତା ଙ୍କୁ ଉଦ୍ଧାର କରାଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଲିଖିତ ଉତ୍ତର ।

Related posts

ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

ଦୁଷ୍ୟନ୍ତଙ୍କ ଏକ ମାସର ଦରମା କରୋନା ଫଣ୍ଡକୁ ଦାନ

mahabharatanews

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews