ଓଡିଶା

ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୯ ଦୁର୍ଘଟଣା ଗ୍ରସ୍ତ

(ମମତା ସାମଲ ): ପଞ୍ଜାବ ସ୍ଥିତ ନବାଙ୍ଗସହରରେ ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ମିଗ୍-୨୯ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର ଏହି ବିମାନରେ ଥିବା ପାଇଲଟ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି । କିନ୍ତୁ ବିମାନଟି କାହିଁକି ଦୁର୍ଘଟଣା ହୋଇଛି ସେନେଇ କିଛି କାରଣ ଜଣାପଡ଼ି ନାହିଁ ।

Related posts

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

ସୁପ୍ରିମକୋର୍ଟ ଗଲେ ବର୍ଷା

mahabharatanews

ଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

mahabharatanews