ଓଡିଶା

ଗାଁ ଲୋକେ କେତେ ସଚେତନ

(ଖଗେଶ୍ୱର ପିଙ୍ଗୁଆ, ପାଲଲହରା): କରୋନା ଯେଉଁ ଭଳି ଭାବେ ଜୀବନ ନେଉଛି ନ କହିବା ଭଲ । ବିଶ୍ୱରେ ସମସ୍ତେ ସଚେତନ ରହିବା ଅପେକ୍ଷା ଓଡ଼ିଶାର ସଚେତନ ଅଧିକ ଦେଖିବାକୁ ମିଳୁଛି ।

କରୋନାରେ କୌଣସି ବ୍ୟକ୍ତି ଆକ୍ରାନ୍ତ ନ ହେଉ ଓ ଆକ୍ରାନ୍ତଙ୍କ ସଂଖ୍ୟା ନ ବଢେ ସେଥି ପ୍ରତି ଓଡ଼ିଶା ସରକାର ଧ୍ୟାନ ଦେଉଛନ୍ତି । ଏବେ ସାରା ଓଡ଼ିଶାରେ ବଜାର ମାର୍କେଟ ଗୁଡିକ ଖା ଖା ଲାଗୁଥିବା ବେଳେ ଗାଁ ଗୁଡିକ ସେମିତି କରୋନା ନ ଆସେ ସେଥି ପ୍ରତି ଅନଗୁଳ ଜିଲ୍ଲା ପାଳଲହଡ଼କ୍ଷ ବ୍ଲକ ଅଂଚଳରେ ତଥା କଣ୍ଟିଆପଶି, ମୁଣ୍ଡୁରିବେଡ଼କ୍ଷ, କୋଚିଆବେଡ଼କ୍ଷ ଭଳି ଗାଁ ମାନଙ୍କରେ ଅଧିକ ସଚେତନ ଦେଖିବାକୁ ମିଳିଛି । କିଭଳି ଭାବେ ଲୋକଙ୍କୁ ସଚେତନ ଦେବା ସହ ଗାଁ ବକ୍ଷହାରରୁ ଆସୁଥିବା ଗାଡି ଓ ବିଦେଶୀମାନଙ୍କୁ ଗାଁ ଭିତରକୁ ପୁରେଇ ନ ଦେବା ପାଇଁ ରାସ୍ତା ବନ୍ଦ କରିବା ସହ ସାବୁନ ରେ ହାତ ଧୋଇବା ଓ ସାନିଟାଇଜ ବ୍ୟବହାର କରିବାକୁ ଉପଦେଶ ଦେଉଛନ୍ତି ।

Related posts

ମା’ ଦଣ୍ଡକାଳୀଙ୍କ ପ୍ରତିକାତ୍ମକ ଦଣ୍ଡଯାତ୍ରା ଆରମ୍ଭ

mahabharatanews

ଘୋଷଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

mahabharatanews

ଦୌଡରାଣୀ ଦୂତିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

mahabharatanews