ଓଡିଶା

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

(ବାଲେଶ୍ୱର) : ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି । ପ୍ରାର୍ଥୀ ପତ୍ର ଦାଖଲ ବେଳେ ପ୍ରତାପ ଷଢଙ୍ଗୀ ଘୋଡା ରେ ଚଢି ଆସିଥିବା ଅଭିଯୋଗ କଲା ବିଜେଡି । ନିର୍ବାଚନ ସମୟରେ ପଶୁ ଙ୍କୁ ବ୍ୟବହାର ନ କରିବା ନିୟମ ଥିବା ବେଳେ ପ୍ରତାପ ଷଢଙ୍ଗୀ ଆଚରଣ ବିଦ୍ଦି ଉଲ୍ଲଘଂନ କରିଛନ୍ତି । ରାଜ୍ୟରେ ପ୍ରବଳ ଖରା ର ପ୍ରକୋପ ଥିବା ବେଳେ ଡିଜେ ସାଉଣ୍ଡ ଓ ଗହଳି ରେ ଘୋଡା ବ୍ୟବହାର କରିଥିଲେ ପ୍ରତାପ । ତେଣୁ CEO ଙ୍କ ନିକଟ ରେ ଦାବି ରଖୁଛୁ କାର୍ଯ୍ୟାନୁଷ୍ଠାନ ପାଇଁ ।

Related posts

ପଞ୍ଚାୟତ ସ୍ତରୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ନିର୍ବାଚିତ

mahabharatanews

ରଥଯାତ୍ରା : ଆଉ ମାତ୍ର ୨୮ ଦିନ 

mahabharatanews

‘କରୋନା ପାଇଁ ଆତଙ୍କିତ ହେବାର ନାହିଁ; ; ସ୍ୱାସ୍ଥ୍ୟ ନିର୍ଦେଶକ 

mahabharatanews