ଓଡିଶା

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ

(ଭୁବନେଶ୍ୱର) : ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ ବିଜେଡ଼ିରେ ଯୋଗ ଦେଲେ। କଂଗ୍ରେସ ଟିକେଟ ରୁ ବାଲିପାଟଣା ନିର୍ବାଚନ ମଣ୍ଡଳୀ ରୁ ୧୯୮୫-୯୦ ଓ ଜୟଦେବ ନିର୍ବାଚନ ମଣ୍ଡଳୀରୁ ୨୦୦୦-୨୦୦୪ ଯାଏ ବିଜେଡ଼ି ରୁ ବିଧାୟକ ଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ଆଜି ପୁଣି ସେ ବିଜେଡ଼ି କୁ ଫେରିଛନ୍ତି। ଦଳ ରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖି କହିଲେ, ଯେ ମୁଁ ମୋ ପୁରୁଣା ଘର କୁ ଫେରିଛି। ଦଳ ପାଇଁ କାମ କରିବି।

Related posts

ଓଡ଼ିଶା ବନାଞ୍ଚଳ ଉନ୍ନୟନ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ବିନା ମୂଲ୍ୟରେ ବିହନ ବଣ୍ଟନ

mahabharatanews

ବିବାହ ବିଛେଦ ମାମଲା: ବର୍ଷାଙ୍କୁ ୧୮୫ଟି ପ୍ରଶ୍ନ

mahabharatanews

ଡାକ ବିଭାଗଙ୍କ ଦ୍ୱାରା ଡାକ ସପ୍ତାହ ପାଳନ

mahabharatanews