ମନୋରଞ୍ଜନ

 ଅଯୋଧ୍ୟାରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ 

(ମୁମ୍ବାଇ) : ଅଯୋଧ୍ୟାରେ ଅନେକ ଦିନପରେ ଭାରତ ଫେରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଝିଅ ମାଳତୀ ମେରୀ ଚୋପ୍ରା । ପରିବାର ସହ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ। ଯାହାର ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ଚଳିତବର୍ଷ ଅର୍ଥାତ ୨୦୨୪ରେ ପ୍ରିୟଙ୍କା ପ୍ରଥମଥର ଭାରତରେ ଆସି ପହଞ୍ଚିଛନ୍ତି। କିଛିଦିନ ପୂର୍ବରୁ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନସ ମୁମ୍ବାଇରେ ପହଞ୍ଚିଥିଲେ। ମୁମ୍ବାଇ ଆସିବା ପରେ ପ୍ରିୟଙ୍କାଙ୍କୁ ଅନେକ କାର୍ଯ୍ୟକ୍ରମ‌ରେ ଦେଖିବାକୁ ମିଳିଛି। ସର୍ବପ୍ରଥମେ ସେ ତାଙ୍କ ଅଳଙ୍କାର କମ୍ପାନିର ଉଦଘାଟନ କରିଥିଲେ। ଏହାପରେ ପ୍ରିୟଙ୍କାଙ୍କୁ ଇଶା ଅମ୍ବାନି, ରାଧିକା ମ‌ର୍ଚେଣ୍ଟ ଓ ‌‌ଶ୍ଳୋକା ମେହତାଙ୍କ ସହିତ ହୋଲି ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା।

Related posts

ଦହାଡ଼୍ ପାଇଁ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା 

mahabharatanews

ଗୁରୁତର ଆହତ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ନାୟରା

mahabharatanews

‘ରାମ’ ଫିଲ୍ମ ପଶ୍ଚିମ ଓଡିଶାରେ ରିଲିଜ ନକରିଦେବା ଅଭିଯୋଗରେ ମୋନଜ ମିଶ୍ରକୁ ୨ ବର୍ଷ ବ୍ୟାନ 

mahabharatanews