ଓଡିଶା

ପୁଷ୍ପା ଷ୍ଟାଇଲରେ ଖସିଲା ବୋଲେରୋ କେନାଲକୁ

ପୁଷ୍ପା ଷ୍ଟାଇଲରେ ସୁଟିଂ ସେଟରେ ଯେମିତି ଅଲୁ ଅର୍ଜୁନ ଦେଖାଇ ଥିଲେ । ଏଠି ସେମିତି ଷ୍ଟଣ୍ଡ ଦେଖାଇଛନ୍ତି ଜଣେ ଉନ୍ମୁକ୍ତ ଯୁବକ. ଲୋକଙ୍କ କହିବା ଅନୁଯାୟୀ ତେନ୍ତୁଲିପଦି ଗାଁ ର ଜଣେ ଯୁବକ ବେପରୁଆ ଗାଡ଼ି ଚାଳନା କରି ଗୋଟିଏ ଏଲେକ୍ଟ୍ରୀ ଖୁଣ୍ଟ ଭାଙ୍ଗି ସିଧା କେନାଲ ଭିତରେ। ହେଲେ ଏପରି ଅବସ୍ଥା ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଛୁ। ଗାଡ଼ି ଟି ପାଖ ଗାଁ ର କୁହାଯାଉଛି। ଯାହାର ନମ୍ବର ହେଉଛି od 05AA 3162.

Related posts

ଦୋ ଛକିରେ ନାଲି ଇଟା ବ୍ୟବସାୟୀ

mahabharatanews

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

mahabharatanews

ଏମିତି ଚିଠି ଲେଖି କୁଆଡେ ଚାଲିଯାଇଛି ପୁଅ

mahabharatanews