ମନୋରଞ୍ଜନ

ଅଯୋଧ୍ୟାରେ ଉପହାର ଦେଖି କାନ୍ଦିଲେ ରାମ

(ଅଯୋଧ୍ୟା) : ଅଯୋଧ୍ୟା ରାମମନ୍ଦିରରେ ରାମଲଲ୍ଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ସାଉଥ ସୁପରଷ୍ଟାର ପୁଅ ରାମ ଚରଣ ମଧ୍ୟ ସାମିଲ ରହିଥିଲେ। ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ସେ ଦିନ ଜଣେ ଫ୍ୟାନଙ୍କ ଉପହାର ଦେଖି କାନ୍ଦିଲେ ରାମ ଚରଣ ।

ସୂଚନାନୁଯାୟୀ , ଫ୍ୟାନ୍ସ ରାମ ଚରଣଙ୍କୁ ଭେଟି ଶ୍ରୀରାମଙ୍କ ସହିତ ତାଙ୍କର ଏକ ଫଟୋ ଭେଟି ଦେଇଥିଲେ। ଫ‌ଟୋରେ ଆରଆରଆରର ରାମାରାଜୁର ଭୂମିକାରେ ରାମ ଚରଣ ବାମ ହାତରେ ଧନୁ ନେଇ ଛିଡ଼ା ହୋଇଥିବା ବେଳେ ପଛରେ ତାଙ୍କର ଶ୍ରୀରାମଙ୍କ ଫଟୋ ରହିଥିଲା। ଏହି ଫଟୋକୁ ଦେଖିବା କ୍ଷଣି ରାମ ଚରଣ ଭାବୁକ ହୋଇପଡ଼ିଥିଲେ। ଫ୍ୟାନ୍ସଙ୍କ ଠାରୁ ଏହି ଉପହାର ପାଇ ଚୁମ୍ବନ ଦେଇ ଫଟୋରେ ଥିବା ଶ୍ରୀରାମଙ୍କୁ ପ୍ରଣାମ ଜଣାଇଥିଲେ।

Related posts

ପୁଣି ଚର୍ଚ୍ଚାରେ ଫରଦୀନ ଖାନ ଜାଣନ୍ତୁ କାହିଁକି

mahabharatanews

ଅତ୍ୟଧିକ ଡାଏଟ୍ ହେତୁ ଆଖି ବୁଜିଲେ ନିର୍ଦ୍ଦେଶକ ବିଜୟଙ୍କ ପତ୍ନୀ 

mahabharatanews

ଟିକେଟ ଦେବା ପୂର୍ବରୁ ଏମିତି କିଛି ହେଇଥିଲା କହିଲେ କଙ୍ଗନା   

mahabharatanews