ଓଡିଶା

ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ରେ ଯାଞ୍ଚ ହେବ ଚାଉଳ

ବ୍ୟୁରୋ : ଓଡିଶାରେ ଚାଉଳ ଯାଞ୍ଚ କରିବ କେନ୍ଦ୍ରୀୟ ଟିମ୍ । ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶାକୁ ଆସି ଚାଉଳ ଯାଞ୍ଚ କରିବେ । ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ଗୋଦାମ ଯାଞ୍ଚ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଏପ୍ରିଲରେ ଏହି ଦଳ କେବଳ ସମ୍ବଲପୁର ଓ ଟିଟିଲାଗଡରେ ଏଫ୍ସିଆଇ ଜିଲ୍ଲାର ଚାଉଳ ଯାଞ୍ଚ କରିଥିଲେ । କିନ୍ତୁ ବର୍ତ୍ତମାନ କଟକ,ଭୁବନେଶ୍ୱର ,ସମ୍ବଲପୁର ଓ ଟିଟିଲାଗଡର ୨୧ଟି ଚାଉଳ ଗୋଦାମ ଯାଞ୍ଚ କରାଯିବ ।

Related posts

“ଜନଧନ ଓ ଉଜ୍ଜ୍ୱଳା” କୋରନା ପାଇଁ ଏକ ମାଧ୍ୟମ ହୋଇପାରେ

mahabharatanews

କୋରୋନାରେ ଶିଶୁ ମୃତ

mahabharatanews

ମାଓବାଦୀଙ୍କ ଗତିବିଧି ଏବଂ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବ ଡ୍ରୋନ

mahabharatanews