ଓଡିଶାପାପଡାହାଣ୍ଡିରେ SHG ମହିଳାଙ୍କୁ ବିରୋଧ mahabharatanewsNovember 2, 2022 by mahabharatanewsNovember 2, 20220249 ପାପଡାହାଣ୍ଡି / ଅନିଲ ଭତ୍ରା :ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତରେ ଚାଲିଥିବା ଚାଉଳବଣ୍ଟନ ସମସ୍ୟା କୁ ନେଇ ବୁଧବାର ପାପଡାହାଣ୍ଡି ବିଡ଼ିଓ ରଞ୍ଜିତା ମଲ୍ଲିକଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର...
ଓଡିଶାଜଳେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଜଣେ ମହିଳାmahabharatanewsNovember 2, 2022 by mahabharatanewsNovember 2, 20220204 ଜଳେଶ୍ୱେର / ଅଜିତ ସାହୁ :ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଲେ ଜଣେ ମହିଳା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ରେ ଦେଖିବାକୁ ମିଳିଛି ଏଭଳି ମର୍ମନ୍ତୁଦ...
ଓଡିଶାBMC ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣାmahabharatanewsNovember 1, 2022November 1, 2022 by mahabharatanewsNovember 1, 2022November 1, 20220185 ସହରକୁ ସଫା ସୁତୁରା ରଖୁଛନ୍ତି । ଦିନ ରାତି ଏକ କରୁଛନ୍ତି । ହେଲେ ନା ମିଳୁଛି ଉପଯୁକ୍ତ ଟଙ୍କା ନା ସୁରକ୍ଷା । ଅର୍ଦ୍ଧ ରାତ୍ରୀରେ ସହରର ସବୁ ଅଳିଆ ସଫା କରି...
ଓଡିଶାରାଜ୍ୟର ୧୫ଟି ଥାନାକୁ ଶିଶୁ ମିତ୍ର ଥାନା ମାନ୍ୟତାmahabharatanewsNovember 1, 2022 by mahabharatanewsNovember 1, 20220196 ଆସ୍କା/ କମଳିନୀ ହୋତା :ଆଦର୍ଶ ଆସିକା ଥାନାରେ ନୂତନ ଭାବେ ଶିଶୁ ମିତ୍ର ସେଲ ଖୋଲିଲା । ଆଜି ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ର ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଦ୍ୱାରା ରାଜ୍ୟର...
ଓଡିଶାହିଜିଂଳିକାଟୁ ବ୍ଲକ ଗସ୍ତରେ କୃଷି ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀmahabharatanewsNovember 1, 2022 by mahabharatanewsNovember 1, 20220289 ଗଞ୍ଜାମ / ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତ କୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ ଦିନିକିଆ ଗସ୍ତରେ ଆସିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ...
ବିଶ୍ୱବିଶ୍ୱ ଧନୀ ତାଲିକାରେ ଆଦାନୀଙ୍କ ପ୍ରଭାବmahabharatanewsNovember 1, 2022 by mahabharatanewsNovember 1, 20220281 ବ୍ୟୁରୋ:ବିଶ୍ୱର ତୃତୀୟ ଧନୀ ଭାବେ ଧନୀ ତାଲିକାରେ ସ୍ଥାନ ପାଇଲେ ଗୌତମ ଆଦାନୀ । ପୂର୍ବରୁ ଆଦାନୀଙ୍କ ସମ୍ପତ୍ତିକୁ ନେଇ ବହୁ ଚର୍ଚ୍ଚା ହେଉଥିଲା । ତାଲିକାର ଚତୁର୍ଥ ସ୍ଥାନରେ ରହି ବି ଧନୀ...
ଓଡିଶାଧାମନଗର ବିକାଶ ମଙ୍ଗ ଧରିଲେ ନବୀନmahabharatanewsOctober 31, 2022 by mahabharatanewsOctober 31, 20220302 ଧାମନଗର ହେଉଛି ଶାନ୍ତି, ସଦ୍ଭାବ ଓ ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ବିଜୁ ଜନତା ଦଳ ସୁଖଦୁଃଖ...
ଓଡିଶାୱେବ ଚ୍ୟାନେଲ ର ସାମ୍ବାଦିକଙ୍କୁ ନେଇ ଗଠନ ହେଲା ସଂଘmahabharatanewsOctober 31, 2022 by mahabharatanewsOctober 31, 20220201 ବଲାଙ୍ଗୀର/ ଜଗନ୍ନାଥ ଧରୁଆ:ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ନଦୀ କୂଳରେ ଥିବା ଶିବ ମନ୍ଦିର ପ୍ରଣାଙ୍ଗରେ ଜିଲ୍ଲାର ୧୪ ଟି ବ୍ଲକର ବିଭିନ୍ନ ୱେବ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ବନ୍ଧୁମାନେ ଏକତ୍ରିତ...
ଓଡିଶାଗୋପାଳଜିଉଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତିmahabharatanewsOctober 31, 2022 by mahabharatanewsOctober 31, 20220243 ଗୋପ /ଜୟନ୍ତ ସେଠୀ:ଆସନ୍ତା ବୁଧବାର ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡ ର ଦୁଇ ବର୍ଷ ପରେ...
ଓଡିଶାପେଟ୍ରୋଲ ଚୋରି ଅଭିଯୋଗରେ ସଂଙ୍ଗୀନ ମାମଲା ରୁଜୁ କଲା ପୋଲିସmahabharatanewsOctober 31, 2022 by mahabharatanewsOctober 31, 20220178 ବସ୍ତା / ଅଜିତ ସାହୁ :ଘରେ ପଶି ସୁନା,ରୂପା, ଟଙ୍କା,ଗହଣା ,ମୂଲ୍ୟବାନ ଆସବାପତ୍ର ଚୋରି ଘଟଣା ଶୁଣିଥିବେ। ତେବେ ରାତି ଅଧିଆ ବାଇକ ରୁ ପେଟ୍ରୋଲ ଚୋରି କରିବା ହୁଏତ ଶୁଣି ନଥିବେ। ତେବେ...