ଓଡିଶା

ବୃଦ୍ଧି ପାଇଲା ସମିତି ସଭ୍ୟଙ୍କ ଦରମା

(ଭୁବନେଶ୍ୱର) : ବୃଦ୍ଧି ପାଇଲା ସମିତି ସଭ୍ୟଙ୍କ ଦରମା । ତେବେ ପୂର୍ବରୁ ୭୫୦୦ ଥିବା ବେଳେ ଏହା ବୃଦ୍ଧି ହୋଇ ୯୫୦୦ ହୋଇଛି । ସରକାର ଏବେ ଦରମା ବଢାଇଥିବା ବେଳେ ସେମାନେ ଆନ୍ଦୋଳନ କରିଥିଲେ । ଆଉ ସରକାର ପୁଣି ତାଙ୍କ ଦରମା ବଢାଇଛନ୍ତି।

ସୂଚନାନୁଯାୟୀ , ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା। ଗତକାଲି ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ ସମିତି ସଭ୍ୟ । ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ: ମୁଖ୍ୟ ନିର୍ବାଚନ କମିଶନର ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଆଉ ଗତ ମାର୍ଚ୍ଚ ୧୨ ତାରିଖରେ ସରକାର ତାଙ୍କ ଦରମା ୭,୫୦୦ ଟଙ୍କାକୁ ବଢ଼ାଇଥିଲେ । ଏ ନେଇ ତୀବ୍ର ସେମାନେ ଆନ୍ଦୋଳନ କରିଥିଲେ । ଫଳରେ ସରକାର ଦରମା ବୃଦ୍ଧି କରିଛନ୍ତି । ଆଉ ସରକାର ପୁଣି ତାଙ୍କ ଦରମା ବଢାଇଛନ୍ତି।

Related posts

ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟି

mahabharatanews

ଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶ

mahabharatanews

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ,ପ୍ରବଳ ବର୍ଷା ସମ୍ଭାବନା

mahabharatanews