ଓଡିଶା

ସମ୍ବିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

(ପୁରୀ) : ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱାରସ୍ଥ ହୋଇଛି ବିଜେଡି । ଭୋଟ ପାଇଁ ପ୍ରଚାର ସମୟରେ କଫି ମଗ ବାଣ୍ଟୁଛନ୍ତି ସମ୍ବିତ ।

ଆଂଜ୍ଞା ହଁ କଫି ମଗରେ ରହିଛି ସମ୍ବିତଙ୍କ ଫଟୋ ଓ ବିଜେପି ଲୋଗୋ । ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଂଘନ। ପୂର୍ବରୁ ସେ ଲୋକଙ୍କୁ ଘଣ୍ଟ ବାଣ୍ଟିଥିବା ନେଇ ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲା ଦଳ । ୨୦୨୪ ନିର୍ବାଚନରେ ବିଜେପି ଓ ସମ୍ବିତ ପରାଜିତ ହେବାକୁ ଯାଉଥିବା ଜାଣି ଏପରି କରୁଛନ୍ତି । ଏହାକୁ ସମ୍ବିତଙ୍କ ଖର୍ଚ୍ଚରେ ସାମିଲ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡ଼ି ।

Related posts

ମିଲ୍କ ମୁଁ କ୍ଷୀର କଂପାନୀରେ ଆମୋନିଆ ଗ୍ୟାସ ଲିକ, ଅଳ୍ପକେ ବର୍ତିଲେ ୩ଶହରୁ ଊଦ୍ଧ୍ୱର୍ କର୍ମଚାରୀ

mahabharatanews

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନ ହେବେ ଜଳଦ ତ୍ରିପାଠୀ

mahabharatanews

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews