ଅପରାଧଓଡିଶା

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହତରେ ଧରାପଡିଲେ କୃଷି ଅଧିକାରୀ  । ଏ ଘଟଣା ଘଟିଛି ପଦ୍ମପୁର ପାଇକମାଳ ବସଷ୍ଟାଣ୍ଡରେ । କୃଷି ବିାଭଗର ଆସିଷ୍ଟାଣ୍ଡ ବ୍ଲକ ଅଫିସର ହେଉଛନ୍ତି ପ୍ରଶୟ କୁମାର ମନ୍ତ୍ରୀ । ସାର ଡିଲରଙ୍କ ଲାଇସେନ୍ସ ରଦ୍ଧ କରାଯିବାର ଭୟ ଦେଖାଇ ଲାଂଚ ମାଗୁଥିଲେ ସହକାରୀ କୃଷି ଅଧିକାରୀ । ଖବର ପାଇ ଆଗରୁ ଜଗି ବସିଥିଲେ ଭିଜିଲାନ୍ସ । ଦେଢ ଲକ୍ଷ ଟଙ୍କା ନେଉଥିବାବେଳେ ପାଇକମାଳ ବସଷ୍ଟାଣ୍ଡରେ ମାଡିବସିଲା ଭିଜିଲାନ୍ସ । ଏକକାଳୀନ ଭୁବନେଶ୍ୱର, ତିଜିରିଆ, କଟକ ଓ ପାଇକମାଳ ସ୍ଥିତ ସରକାରୀ ଭବନରେ ଚଢାଉ ଚାଲିଛି ।

Related posts

କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ

mahabharatanews

କୋଟଗଡ ବ୍ଲକରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ

mahabharatanews

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

mahabharatanews