ମନୋରଞ୍ଜନ

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା ସେଟ୍ଟୀ

(ମୁମ୍ବାଇ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି।  ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ‌ନେଇ କୃତଜ୍ଞତା ଜଣାଇଛନ୍ତି।

ସୂଚନାନୁଯାୟୀ , ଶିଳ୍ପା ମୋଦୀଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇ କହିଛନ୍ତି, ‘ଆଦରଣୀୟ ମୋଦୀ, କିଛିଲୋକ ଇତିହାସ ପଢ଼ିଥାଆନ୍ତି। କିଛିଲୋକ ଇତିହାସ ଶିଖିଥାଆନ୍ତି ଓ ରଚିଥାଆନ୍ତି। କିନ୍ତୁ ଆପଣଙ୍କ ଭଳି ଲୋକ ଇତିହାସ ବଦଳାଇବା ସହିତ ଇତିହାସ ରଚିଦେଲେ। ଜାନୁଆରି ୨୨ ତାରିଖ‌‌ରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ବି ହେଲା।  ଏଥିପାଇଁ ଆପଣଙ୍କୁ ମୋର ହୃଦୟରୁ ଧନ୍ୟବାଦ।

Related posts

ଭାରତର ପ୍ରଥମ ସାଇଫାଇ ଫିଲ୍ମ ‘କୋଇ … ମିଲ ଗୟା’ ରିଲିଜ

mahabharatanews

ଗୋଟିଏ ଘରୁ ଚାଲିଗଲେ ଟେଲି ଅଭିନେତ୍ରୀ ଓ ତାଙ୍କ ଭଉଣୀ

mahabharatanews

ଜୁଲାଇରେ ବିବାହ କରିବେ ବିଗ୍ ବସ୍ ୧୬ର ଫେମ୍ ଅବଦୁ ରୋଜିକ୍

mahabharatanews