ଅପରାଧଓଡିଶା

ପୁଅ କଲା ମା’କୁ ହତ୍ୟା

ପୁରୀ: କଥାରେ ଅଛିି ଅଣ୍ଟି ଛୁରୀ ତଣ୍ଟି କାଟେ । ଠିକ୍ ସେହିପରି ହୃଦୟବିଦାରକ ଘଟଣା ଘଟିଛି ପୁରୀର ପେଣ୍ଠ କଟା ମେରାଇନ ଥାନା ସୁଭଦ୍ରାନଗର ଅଞ୍ଚଳରେ । ଘରୋଇ କଳହକୁ ନେଇ ପୁଅର କଟୁରୀ ଆକ୍ରମଣରେ ମା ମୃତ୍ୟୁବରଣ କରିଛି । ବାପା, ଭାଇ ଓ ସ୍ତ୍ରୀ ଗୁରୁତର । ପରିିବାରରର ୪ ଜଣଙ୍କୁ ହତ୍ୟା ଉଦ୍ୟମକରା । ମୃତ ମା ହେଉଛନ୍ତି ବୁନିଲତା ଦିକ୍ଷିତା । ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ମେଡିକାଲକୁ ଭର୍ତ୍ତୀ କରାଯାଇଛି । ଖବର ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ଓଅନ୍ୟାନ୍ୟ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ବ୍ରାହ୍ମଣୀ ନଦୀରେ ୩ଟି ଘାଇ; ଅସ୍ତବ୍ୟସ୍ତ ଜନଜୀବନ

mahabharatanews

ଡେଙ୍ଗୁ ପାଇଁ ସତର୍କତା ଅବଲମ୍ବନ କରିବାକୁ ବିଏମ୍ସିର ପରାମର୍ଶ

mahabharatanews

ଅଗ୍ନିକାଣ୍ଡରେ ୬ ପରିବାରର ୯ ବଖରା ପୋଡି ପାଉଁଶ

mahabharatanews