ଓଡିଶା

ଆନ୍ଦୋଳନକୁ ଓହ୍ଲାଉଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ କଡ଼ା ଚେତାବନୀ 

(ଭୁବନେଶ୍ୱର) : ଆନ୍ଦୋଳନକୁ ଓହ୍ଲାଉଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ରାଜ୍ୟ ସରକାରଙ୍କ କଡ଼ା ଚେତାବନୀ । ଜରୁରୀ ସେବାରେ କୌଣସି ପ୍ରକାର ବାଧା ଉପୁଜିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀରେ କୁହାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନବାଡୀ କର୍ମୀଙ୍କୁ ଏହି ଚେତାବନୀ ଦେଇଛି ।

ସୂଚନାନୁଯାୟୀ , ବୁଧବାର ଭୁବନେଶ୍ୱରରେ ଏକ ବିକ୍ଷୋଭ ସମାବେଶ ଆରମ୍ଭ କରିବା ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର । ଜରୁରୀ ସେବାରେ କୌଣସି ପ୍ରକାର ବାଧା ଉପୁଜିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀରେ କୁହାଯାଇଛି । ସମଗ୍ର ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍) ନିରବଚ୍ଛିନ୍ନ ଭାବେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

mahabharatanews

ଭୁବନେଶ୍ୱରରେ ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ” ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ତୁରନ୍ତ ଫି ଛାଡ଼ କରିବା ସହ ସମୟ ସୀମା ବଢାଇବାକୁ ଛାତ୍ର କଂଗ୍ରେସର ଦାବି

mahabharatanews