ଓଡିଶା

ଶୁଭଲକ୍ଷ୍ମୀ ସସପେନ୍ସ ; ସାମ୍ନାକୁ ଆସିଲା ବ୍ୟବଛେଦ ରିପୋର୍ଟ 

(କଟକ) : କଟକ ରୋଡ୍ ହୋଟେଲ ଦୀପାଳୀ ଇଣ୍ଟରନାସନାଲ୍ ରେ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ସସପେନ୍ସ ବଢିବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ସସପେଏନ୍ସ  । ଏ ସମୟରେ ପୋଲିସ୍ କୁ ମିଳିଛି ପ୍ରାଥମିକ ବ୍ୟବଛେଦ ରିପୋର୍ଟ । ଶରୀରର କିଛି ଅଂଶ ପଚି ଯାଇଥିଲା ।

ସୂଚନାନୁଯାୟୀ , ଘଟଣା ପୂର୍ବଦିନ ରାତି ସାଢେ ୩ଟାରେ ଶୁଭଲକ୍ଷ୍ମୀ ହୋଟେଲରେ ଚେକ୍ ଇନ୍ କରିଥିବା କହୁଛନ୍ତି ହୋଟେଲ କର୍ମଚାରୀ । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ କହୁଛି ମୃତ୍ୟୁକୁ ୨୪  ଘଣ୍ଟା ପରେ ହୋଇସାରିଥିବ । ଏହାକୁ ନେଇ ପୋଲିସ୍ ର ସନ୍ଦେହ ବଢିବାରେ ଲାଗିଛି । ଏହା ସହ ଶୁଭଲକ୍ଷ୍ମୀଙ୍କ ଶରୀରରେ ନିଶାଦ୍ରବ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି । ଯଦି ଶୁଭଲକ୍ଷ୍ମୀ ନିଶା ଖାଇଥିଲେ, ତେବେ ସେ ଏକା ଖାଇଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ?

Related posts

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

mahabharatanews

ତିନୋଟି ଗ୍ରାମକୁ ସାନିଟାଇଜେସନ କଲା ମୋଇତ୍ରୀ କମ୍ପାନୀ

mahabharatanews

ଲୋକସେବା ଭବନରେ ରିଲ୍ସ କଲେ ହେବ ଆକ୍ସନ: ଆଇନ ମନ୍ତ୍ରୀ

mahabharatanews