ଓଡିଶା

ଆସୁଛି ସନ୍ନି ଦେୱଲଙ୍କ ଗଦର -୩

(ମୁମ୍ବାଇ) : ‘ଗଦର’ ଏବଂ ଗଦର-୨ ପରେ ଆସୁଛି ଗଦର -୩ । ତେବେ ଏହାକୁ ଦର୍ଶକମାନେ ଉତ୍ସାହର ଅପେକ୍ଷା କରିଛନ୍ତି। ‘ଗଦର’ ଏବଂ ଗଦର-୨ ପରେ ସନ୍ନି ଓ ଅମିଷା ମଧ୍ୟ ‘ଗଦର-୩’କୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି। ଏହି କ୍ରମରେ ଅନିଲ ଶର୍ମା ଦର୍ଶକଙ୍କ ପାଇଁ ‘ଗଦର-୩’ ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି ।

ସୂଚନାନୁଯାୟୀ , ସନ୍ନି ଦେୱଲ ତାରା ସିଂ ହୋଇ ଦର୍ଶକଙ୍କୁ ପୁଣି ଥରେ ପରଦାରେ ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ଭାବେ  ପ୍ରସ୍ତୁତ ଅଛନ୍ତି। ‘ଗଦର-୨’ର ସୁପରଡୁପର ହିଟ ହେବା ଦେଖି ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଏହାର ତୃତୀୟ ଭାଗ ପ୍ରସ୍ତୁତି ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି। ‘ଗଦର-୩’ର ସୁଟିଂ ପାଇଁ ବି ସୁଟିଂ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।

 

 

Related posts

୯ରେ ହେବ ବନକଲାଗି ନୀତି 

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

mahabharatanews

ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ କର୍ମଚାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews