ଓଡିଶା

ଆସୁଛି ସନ୍ନି ଦେୱଲଙ୍କ ଗଦର -୩

(ମୁମ୍ବାଇ) : ‘ଗଦର’ ଏବଂ ଗଦର-୨ ପରେ ଆସୁଛି ଗଦର -୩ । ତେବେ ଏହାକୁ ଦର୍ଶକମାନେ ଉତ୍ସାହର ଅପେକ୍ଷା କରିଛନ୍ତି। ‘ଗଦର’ ଏବଂ ଗଦର-୨ ପରେ ସନ୍ନି ଓ ଅମିଷା ମଧ୍ୟ ‘ଗଦର-୩’କୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି। ଏହି କ୍ରମରେ ଅନିଲ ଶର୍ମା ଦର୍ଶକଙ୍କ ପାଇଁ ‘ଗଦର-୩’ ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି ।

ସୂଚନାନୁଯାୟୀ , ସନ୍ନି ଦେୱଲ ତାରା ସିଂ ହୋଇ ଦର୍ଶକଙ୍କୁ ପୁଣି ଥରେ ପରଦାରେ ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ଭାବେ  ପ୍ରସ୍ତୁତ ଅଛନ୍ତି। ‘ଗଦର-୨’ର ସୁପରଡୁପର ହିଟ ହେବା ଦେଖି ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଏହାର ତୃତୀୟ ଭାଗ ପ୍ରସ୍ତୁତି ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି। ‘ଗଦର-୩’ର ସୁଟିଂ ପାଇଁ ବି ସୁଟିଂ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।

 

 

Related posts

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

mahabharatanews

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews

ଡିଫେନ୍ସ ସିକ୍ୟୁରିଟି କର୍ପ୍ସ ତରଫରୁ ଗରିବଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ

mahabharatanews