ଓଡିଶା୧୨ କିଲୋ ଓଜନର ବ୍ରଜକାପ୍ତା ଉଦ୍ଧାରmahabharatanewsMarch 2, 2022 by mahabharatanewsMarch 2, 20220241 ବିନିକା:ପୁଣି ବ୍ରଜକାପ୍ତା ଉଦ୍ଧାର କଲା ବନବିଭାଗ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗିନ୍ଦ୍ର ଭୋଇଙ୍କ ଘରୁ ବିନିକା ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏନେଇ ବନବିଭାଗ...