ଅପରାଧସତ୍ୟମ ଡେଭଲପର୍ସ ମାଲିକଙ୍କ ହତ୍ୟା ଅଭିଯୁକ୍ତ ଗିରଫmahabharatanewsSeptember 3, 2021 by mahabharatanewsSeptember 3, 20210215 ବାଲେଶ୍ୱର: ଗୋଟିଏ ହତ୍ୟାକାଣ୍ଡ ଘଟଣାକୁ ନେଇ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ଦୁଇଟି ବାଇକ, ଅଟୋରିକ୍ସା,ବୋଲେରୋ, କ୍ରେଟା କାର ସମେତ ପୋଲିସ ନଗଦ ୪୨ ହଜାର ଟଙ୍କା...
ଓଡିଶାଆଜି ଜେରା ହେବାରୁ ବଞ୍ଚିତ ବିଦ୍ୟାଭାରତୀ, ଫେରିଛି କ୍ରାମବ୍ରାଞ୍ଚ..mahabharatanewsSeptember 3, 2021 by mahabharatanewsSeptember 3, 20210168 (ବାଲେଶ୍ୱର): ଗତକାଲି ମାରାଥନ ଜେରାରେ ପ୍ରାୟ ୭୦ଟି ପ୍ରଶ୍ନର ସାମ୍ନା କରିଥିଲେ ବିଦ୍ୟାଭାରତୀ । ଆଜି ପୁଣି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ବୋଲି କଥା ସମ୍ନାକୁ ଆସିଥିଲା କିନ୍ତୁ ଆଜି ସକାଳେ କ୍ରାଇମବ୍ରାଞ୍ଚ...
ଅପରାଧଅଶାରାମ ବାପୁଙ୍କ ଆବେଦନକୁ ଖାରଜmahabharatanewsAugust 31, 2021 by mahabharatanewsAugust 31, 20210165 (ନୂଆଦିଲ୍ଲୀ): ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାବା ଆଶାରାମ ବାପୁଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସେ ଦୁଷ୍କର୍ମ ମାମଲାରେ ପାଇଥିବା ଆଜୀବନ କାରାଦଣ୍ଡକୁ ଅସ୍ଥାୟୀ ରୂପେ ଖାରଜ...
ଅପରାଧ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନ ସୁଗାର ଜବତmahabharatanewsAugust 26, 2021 by mahabharatanewsAugust 26, 20210163 ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢିଚାଲିଛି ଧଳା ଜହର ବେପାର । ସ୍ଥାନେ ସ୍ଥାନେ ବିଭିନ୍ନ ସମୟରେ ଚଢାଉ ଜାରି ରହିଥିଲେ ମଧ୍ୟ ବେଧଡ଼କ ମାଫିଆ ସେମାନଙ୍କର ବେପାର ଚାଲୁ ରଖିଛନ୍ତି । କିନ୍ତୁ ଏବେ...
ଓଡିଶାଟ୍ରକ ତଳେ ପ୍ରାଣ ହାରିଲେ ମା ଓ ପୁଅmahabharatanewsAugust 24, 2021 by mahabharatanewsAugust 24, 20210272 ନୀଳଗିରି: ବାଲେଶ୍ୱର ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ସମୟରେ ଟ୍ରକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଓଉପଦା ବ୍ଲକ କମ୍ଭାରପାଳ ନିକଟରେ ଏକ ମର୍ମନ୍ତୁଦ...
ଅପରାଧଚାହୁଁ ଚାହୁଁ ଲୁଟିନେଲେ ୫୦ ହଜାର ଟଙ୍କାmahabharatanewsAugust 24, 2021 by mahabharatanewsAugust 24, 20210156 ସୋର: ପରିବା କିଣିବା ସମୟରେ ଜଣେ ମହିଳା ହୋଇଛନ୍ତି ଲୁଟର ଶିକାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଆଡଙ୍ଗ ବଜାରରେ । ଦିନ ଦି...
ଅପରାଧ୫ ଶିକାରୀ ସହ ଅଭୟାରଣ୍ୟରୁ ମାରଣାସ୍ତ୍ର ଜବତmahabharatanewsAugust 21, 2021 by mahabharatanewsAugust 21, 20210177 ନୀଳଗିରି: ନୀଳଗରି ଅଞ୍ଚଳର କୂଳଡିହା ଅଭୟାରଣ୍ୟରୁ ଗିରଫ ହୋଇଛନ୍ତି ୫ ଜଣ ଶିକାରୀ । ବନବିଭାଗର ଅତର୍କିତ ଚଢାଉରେ ବ୍ୟାପକ ଗୋଳାବାରୁଦ ସହିତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । କିଛି ଶିକାରୀ ମଧ୍ୟାହ୍ନରେ...
ଅପରାଧଧଳା ଜହର ବେପାର କରି ଜଣେ ମହିଳା ଅଟକmahabharatanewsAugust 18, 2021August 18, 2021 by mahabharatanewsAugust 18, 2021August 18, 20210191 ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପାଲଟିଛି ବ୍ରାଉନସୁଗାର ବେପାରର ହବ୍ । ପ୍ରାୟ ପ୍ରତ୍ୟେକ ଦିନ ଏହି ଅଞ୍ଚଳରେ ଧଳା ଜହର ବେପାର ଚାଲୁ ରହିଛି । ତେବେ ଏମାନଙ୍କ ଉପରେ ବାରମ୍ବାର ଚଢାଉ...
ଅପରାଧବଢୁଛି ବ୍ରାଉନସୁଗାର କାରବାରmahabharatanewsAugust 16, 2021 by mahabharatanewsAugust 16, 20210185 ଭୁବନେଶ୍ୱର: ରାଜଧାନୀ ପାଲଟିଛି ବେଆଇନ ଧଳା ଜହର ବେପାରର କେନ୍ଦ୍ରବିନ୍ଦୁ । ପୁଣି ଆଜି ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ ସୁଗାର । ସ୍ଥାନୀୟ ଭରତପୁର ଅଞ୍ଚଳରେ ଚଢାଉ ବେଳେ...
ଅପରାଧଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତmahabharatanewsAugust 12, 2021 by mahabharatanewsAugust 12, 20210173 ସୋର: ଦିନକୁ ଦିନ ବଢିବାରେ ଲାଗିଛି ଚୋରି, ଲୁଟ ଏବଂ ଡକାୟତି ଭଳି ଘଟଣା । ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ନଦିଗାଁ ଗଞ୍ଜ ଗ୍ରାମର...