ବିଶ୍ୱସଂରକ୍ଷଣ ବିରୋଧୀ ନିଆଁରେ ଜଳୁଛି ବାଂଲାଦେଶ, ୧୪ ପୁଲିସକର୍ମୀଙ୍କ ସମେତ ୧୦୦ ମୃତmahabharatanewsAugust 5, 2024 by mahabharatanewsAugust 5, 2024069 ଢାକା : ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ । ଚାକିରୀ ସଂରକ୍ଷଣ ବନ୍ଦ କରିବା ସହ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି । ସତ୍ତାରୂଢ଼ ଦଳର ସମର୍ଥକ...