ବିଶ୍ୱପ୍ରବଳ ବର୍ଷା ନେଲା ୯୦ରୁ ଅଧିକ ଲୋକଙ୍କ ଜୀବନmahabharatanewsFebruary 17, 2022 by mahabharatanewsFebruary 17, 20220130 ବ୍ରାଜିଲ:ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରବଳ କ୍ଷତି ଘଟିଛି ।...