ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି
ନୂଆଦିଲ୍ଲୀ-: ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି। ମୁଖ୍ୟ ବିଚାରପତି ଭାବରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିଲେ। ଏଥିରେ ଧର୍ମନିରପେକ୍ଷତାକୁ ସମ୍ବିଧାନର ମୂଳ ଆତ୍ମା ଭାବରେ ଘୋଷଣା...
