ଦେଶ ବିଦେଶକାନାଡାକୁ ବଡ଼ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପmahabharatanewsJanuary 25, 2026 by mahabharatanewsJanuary 25, 2026011 କାନାଡାକୁ ବଡ଼ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ଆମେରିକାର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ଚୀନ୍ ସହିତ ବାଣିଜ୍ୟ ଚୁକ୍ତି କରେ, ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଆମଦାନୀ...
ଦେଶ ବିଦେଶଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଇରାନ ଅବସ୍ଥାmahabharatanewsJanuary 15, 2026 by mahabharatanewsJanuary 15, 2026013 ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଇରାନ ଅବସ୍ଥା । ୧୮ ଦିନ ହେଲାଣି ସରକାରଙ୍କ ବିରୋଧରେ ଜାରି ରହିଛି ପ୍ରଦର୍ଶନ । ଆମେରିକା ଇରାନ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି । ଏହି...
ଦେଶ ବିଦେଶଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍mahabharatanewsJanuary 4, 2026 by mahabharatanewsJanuary 4, 202607 ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍ । ପୂର୍ବତନ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ରବିବାର ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଙ୍କୁ ଗିରଫ...
ଦେଶ ବିଦେଶଭାରତଭାରତୀୟ ନୌସେନାର ଶକ୍ତି ବଢାଉଛି ରୋମିଓ ହେଲିକପ୍ଟରmahabharatanewsDecember 18, 2025 by mahabharatanewsDecember 18, 2025021 ଭାରତୀୟ ନୌସେନା ଏହାର ଦ୍ୱିତୀୟ MH-60R ହେଲିକପ୍ଟର ସ୍କ୍ୱାର୍ଡନ୍, INAS 335 ‘Osprey’କୁ ଡିସେମ୍ବର 17ରେ ଗୋଆର INS ହଂସାଠାରେ ନିୟୋଜିତ କରିଥିଲା। ଯାହା ଏହାର ସାମୁଦ୍ରିକ ନିରୀକ୍ଷଣ ଏବଂ ବୁଡମାର୍ଇନ୍ ବିରୋଧୀ ଯୁଦ୍ଧ...
ଦେଶ ବିଦେଶବିଶ୍ୱଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧmahabharatanewsDecember 17, 2025 by mahabharatanewsDecember 17, 2025017 ଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ । ସମୁଦ୍ର ମଝିରେ ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ...
ଦେଶ ବିଦେଶଵାଣିଜ୍ୟଭାରତ ଉପରୁ ଟାରିଫ ହଟାଇବାକୁ ଆମେରିକା ସାଂସଦଙ୍କ ଦାବିmahabharatanewsDecember 13, 2025 by mahabharatanewsDecember 13, 2025023 ଆମେରିକାର ପ୍ରତିନିଧି ସଭାର ତିନି ଜଣ ଡେମୋକ୍ରାଟିକ୍ ସାଂସଦ ଭାରତୀୟ ଆମଦାନୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଅବରୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଉତ୍ତର କାରୋଲିନାର...
ଦେଶ ବିଦେଶକୋର୍ ଫାଇଭ୍ ତିଆରି କରୁଛନ୍ତି ଡ୍ରୋନାଲ୍ଡ ଟ୍ରମ୍ଫmahabharatanewsDecember 12, 2025 by mahabharatanewsDecember 12, 2025016 କୋର୍ ଫାଇଭ୍ ଅର୍ଥାତ C5 ତିଆରି କରୁଛନ୍ତି ଡ୍ରୋନାଲ୍ଡ ଟ୍ରମ୍ଫ। ବୈଶ୍ୱିକ ସ୍ତରରେ ୟୁରୋପର G7କୁ ଟକ୍କର ଦେବାକୁ ଟ୍ରମ୍ପ ଏହି C5 ତିଆରି କରୁଥିବା ଜଣାପଡ଼ିଛି । ଏହି C5 ଗ୍ରୁପରେ...
ଦେଶ ବିଦେଶ୯ କୋଟି ଦେଲେ ହେବେ ଆମେରିକାର ନାଗରିକmahabharatanewsDecember 11, 2025 by mahabharatanewsDecember 11, 2025016 ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ତାଙ୍କର ଦୀର୍ଘ ଦିନର ପ୍ରତିଶ୍ରୁତିବଦ୍ଧ “ଗୋଲ୍ଡ କାର୍ଡ” ଆନୁଷ୍ଠାନିକ ଭାବରେ ବିକ୍ରୟ ହେବାକୁ ଯାଉଛି, ଯାହା ୧୦ ଲକ୍ଷ ଆମେରିକୀୟ ଡଲାର ଦେଉଥିବା ବ୍ୟକ୍ତି ଏବଂ...
ଦେଶ ବିଦେଶବିଶ୍ୱଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ!mahabharatanewsNovember 30, 2025 by mahabharatanewsNovember 30, 2025023 ଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ । ଭେନେଜୁଆଲା ଉପରେ ଓ ଏହାର ଚାରିପାଖରେ ଥିବା ଆକାଶ ପଥ ସଂପୂର୍ଣ୍ଣ ଭାବେ ବନ୍ଦ ବୋଲି ଧରିନିଅନ୍ତୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...
ବିଶ୍ୱଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପmahabharatanewsApril 8, 2023 by mahabharatanewsApril 8, 20230143 ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି ।...