Tag : fire broke

ଓଡିଶା

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

mahabharatanews
ପୁରୀ / ଜୟନ୍ତ କୁମାର ସେଠି : ପୁଣି ପୁରୀରେ ଅଗ୍ନିକାଣ୍ଡ। ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ। ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ସେଠାରେ ରହଣି ପାଇଁ...