ହସ୍ପିଟାଲରେ ଭର୍ତ୍ତିହେଲେ ଆଇପିଏଲ୍’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତିହେଲେ ‘ଆଇପିଏଲ୍’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ । କରୋନା ସଂକ୍ରମଣ ଓ ନିମୋନିଆଦ୍ବାରା ଆକ୍ରାନ୍ତ ହେବାରୁ ‘ଆଇପିଏଲ୍’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ...