ବିଶ୍ୱଇମ୍ରାନଙ୍କୁ ଏପ୍ରିଲ ୧୩ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟmahabharatanewsApril 4, 2023 by mahabharatanewsApril 4, 2023087 ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଅଇର ମୁଖ୍ୟ ଇମ୍ରାନ ଖାନଙ୍କୁ ଲାହୋରସ୍ଥିତ ଆଣ୍ଟି ଟେରରିଜିମ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛି । ପୋଲିସ ବିରୋଧରେ ଦଙ୍ଗା, ଜିଲେ...