ବିଶ୍ୱ

ଇମ୍ରାନଙ୍କୁ ଏପ୍ରିଲ ୧୩ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ

ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଅଇର ମୁଖ୍ୟ ଇମ୍ରାନ ଖାନଙ୍କୁ ଲାହୋରସ୍ଥିତ ଆଣ୍ଟି ଟେରରିଜିମ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛି । ପୋଲିସ ବିରୋଧରେ ଦଙ୍ଗା, ଜିଲେ ଶାହା ମର୍ଡର ଆଦି ତିନିଟି ମାମଲାରେ ଇମ୍ରାନଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଏପ୍ରିଲ ୧୩ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

Related posts

ନାନସୀ ପେଲୋସିଙ୍କ ଗସ୍ତକୁ ନେଇ ଦୁଇ ମହାଶକ୍ତି ମୁହାଁମୁହିଁ

mahabharatanews

ବିଶିଷ୍ଟ ଲେଖକ ସୁଲେମାନ ରୁର୍ସିଦ୍ଦଙ୍କୁ ଆକ୍ରମଣ

mahabharatanews

ମୃତ୍ୟୁର ଚର୍ଚ୍ଚା ଚାଲିଥିବା ବେଳେ, ଅଡିଓ ମେସେଜ ଆସିଲା ମୁଁ ଜୀବିତ

mahabharatanews