ଦେଶ ବିଦେଶଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଇରାନ ଅବସ୍ଥାmahabharatanewsJanuary 15, 2026 by mahabharatanewsJanuary 15, 2026013 ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଇରାନ ଅବସ୍ଥା । ୧୮ ଦିନ ହେଲାଣି ସରକାରଙ୍କ ବିରୋଧରେ ଜାରି ରହିଛି ପ୍ରଦର୍ଶନ । ଆମେରିକା ଇରାନ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି । ଏହି...
ଓଡିଶାଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ସରକାରmahabharatanewsDecember 27, 2025 by mahabharatanewsDecember 27, 2025012 ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ସରକାର । ଇଣ୍ଡିଗୋ ବିମାନର କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଇଣ୍ଡିଗୋର କାର୍ଯ୍ୟସୂଚୀ ଭାଙ୍ଗିଯିବା...
ଭାରତଥମୁନି ଇଣ୍ଡିଗୋ ସଙ୍କଟ, ଡିଜିସିଏ ନେଲା ବଡ କାର୍ଯ୍ୟାନୁଷ୍ଠାନmahabharatanewsDecember 9, 2025 by mahabharatanewsDecember 9, 2025015 ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ଇଣ୍ଡିଗୋ ସଙ୍କଟକୁ ନେଇ ଏବେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ଲାଗି ରହିଛି । ଏହାରି ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ କମ୍ପାନୀ...
ଭାରତତୁଟୁନି ଇଣ୍ଡିଗୋ ସଙ୍କଟ, ଆଜି ବି ବାତିଲ ହେଲା ୨୦୦ରୁ ଅଧିକ ବିମାନmahabharatanewsDecember 8, 2025 by mahabharatanewsDecember 8, 2025055 ଇଣ୍ଡିଗୋର ସମସ୍ୟାର ହୋଇନାହିଁ ସମାଧାନ । ସୋମବାର ଦିନ ବିଭିନ୍ନ ବିମାନବନ୍ଦରରେ ବାତିଲ କରାଯାଇଛି ୨୦୦ରୁ ଅଧିକ ଇଣ୍ଡିଗୋ ବିମାନ । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ଇଣ୍ଡିଗୋକୁ ଏହାର ବିମାନ ଉଡାଣ...