ଖେଳଏସୀୟ କବାଡ଼ିରେ ଭାରତ ବିଜୟ ଅଭିଯାନmahabharatanewsJune 28, 2023 by mahabharatanewsJune 28, 20230171 ବୁସାନ : ଆରମ୍ଭ ହୋଇଛି ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ରେ ଭାରତ ବିଜୟ ଅଭିଯାନ | ମଙ୍ଗଳବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆକୁ ୭୬-୧୩ ରେ ହରାଇ ଥିଲା ଭାରତ | ପରେ ଦ୍ବିତୀୟ...