ଖେଳ

ଏସୀୟ କବାଡ଼ିରେ ଭାରତ ବିଜୟ ଅଭିଯାନ

ବୁସାନ : ଆରମ୍ଭ ହୋଇଛି ଏସୀୟ କବାଡ଼ି ଚାମ୍ପିଅନ୍‌ସିପ୍‌ରେ ଭାରତ ବିଜୟ ଅଭିଯାନ | ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଦକ୍ଷିଣ କୋରିଆକୁ ୭୬-୧୩ ରେ ହରାଇ ଥିଲା ଭାରତ | ପରେ ଦ୍ବିତୀୟ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେକୁ ୫୩-୧୯ରେ ପରାସ୍ତ କରିଛି।

ଏହି ପ୍ରତିଯୋଗିତାରେ ଭାରତ ୭ ଥର ବିଜେତା ହୋଇସାରିଛି | ଆଉ ଏବେ ପୁଣି ନିଜ ଜଲବା ଦେଖାଇବା ଭାରତୀୟ ଦଳ | ୭ ବର୍ଷ ବ୍ୟବଧାନରେ ଏସୀୟ କବାଡ଼ି ଆୟୋଜିତ ହୋଇଛି। ୨୦୧୭ରେ ହୋଇଥିବା ଶେଷ ସଂସ୍କରଣରେ ପାକିସ୍ତାନକୁ ହରାଇ ଭାରତ ବିଜେତା ହୋଇଥିଲା। ଭାରତର ପରବର୍ତ୍ତୀ ମୁକାବିଲା ବୁଧବାର ଜାପାନ ସହିତ ହେବ। ୨୯ ତାରିଖରେ ଇରାନ୍‌, ୩୦ ତାରିଖରେ ହଂକଂ ସହିତ ଖେଳିବା ପରେ ସେହିଦିନ ଫାଇନାଲ୍‌ ଅନୁଷ୍ଠିତ ହେବ।

Related posts

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

mahabharatanews

ଚଳିତ ଆଇପିଏଲରେ ବିଶାଳ ରେର୍କଡ କରିବାକୂ ଯାଉଛନ୍ତି ଗେଲ୍ !

mahabharatanews

ସରକାରଙ୍କ ଚରମବାଣୀ, ଖେଳାଳି କରିବେନି ନିଶାଦ୍ରବ୍ୟ ବିଜ୍ଞାପନ

mahabharatanews