ଭାରତଏହି ୩ ରାଜ୍ୟରେ କୋହଳ ହେଲା ମାସ୍କ ନିୟମmahabharatanewsApril 4, 2022 by mahabharatanewsApril 4, 20220250 ନୂଆଦିଲ୍ଲୀ: ଦେଶରେ ଏବେ ଧୀରେ ଧୀରେ କରୋନା ସଂକ୍ରମଣ କମୁଛି । ଏବେ ହଜାରେ ତଳେ କରୋନା ସଂକ୍ରମଣ ରହିଛି। ସଂକ୍ରମଣ କମୁଥିବାରୁ ଦେଶର କିଛି ରାଜ୍ୟରେ ମାସ୍କ ପିନ୍ଧିବା ନିୟମକୁ କୋହଳ କରାଯାଇଛି...