ଦେଶ ବିଦେଶପୁଣି ଚିନ୍ତା ବଢ଼ାଇଲା ଉତ୍ତର କୋରିଆmahabharatanewsJanuary 28, 2026 by mahabharatanewsJanuary 28, 202601 ପୁଣି ଚିନ୍ତା ବଢ଼ାଇଲା ଉତ୍ତର କୋରିଆ । ସମୁଦ୍ରରେ ମିସାଇଲ୍ ପରୀକ୍ଷଣ କରି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ଉତ୍ତର କୋରିଆ ଏହାର ପୂର୍ବ ଜଳଭାଗ ଆଡ଼କୁ କ୍ଷୁଦ୍ର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର...