ଓଡିଶାନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କmahabharatanewsAugust 29, 2022 by mahabharatanewsAugust 29, 20220134 ଘୋଷଣା କଲେ ରାଜ୍ୟ ସରକାର ଭୁବନେଶ୍ୱର: ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ ଲାଗି ବ୍ୟାଙ୍କ ସମେତ ଅନ୍ୟାନ୍ୟ ବିତ୍ତୀୟ ପ୍ରତିଷ୍ଠାନ ବନ୍ଦ ରଖାଯିବାକୁ ରାଜସ୍ୱ ଓ ବିର୍ପଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ...