ବିଶ୍ୱଫିଲିପାଇନ୍ସରେ ମାଡ ହେବ ଆଉ ଏକ ସୁପର ଟାଇଫୁନmahabharatanewsNovember 9, 2025 by mahabharatanewsNovember 9, 2025058 ଫିଲିପାଇନ୍ସକୁ ଆଉ ଏକ ବାତ୍ୟା ଭୟ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତର ପ୍ରକ୍ରିୟା । ଦେଶର ପୂର୍ବ ଓ ଉତ୍ତର ଭାଗରୁ ଏକ ଲକ୍ଷ୍ୟରୁ ଅଧିକ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର ।...