ଓଡିଶାମା ତାରା ତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକmahabharatanewsMarch 2, 2023 by mahabharatanewsMarch 2, 20230127 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଚଳିତ ମାସ ୧୪ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଏହି ଚୈତ୍ର ପର୍ବ ୪...