‘ଆମ ଜମିକୁ ମାଡିବ ରେଙ୍ଗାଲି ପାଣି’ କାର୍ଯ୍ୟକ୍ରମ ଉଦଘାଟନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ
ଯାଜପୁର / ଅଂଶୁମାନ ବେହୁରା : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦୀ ବ୍ଲକ ଉଚ୍ଚବାଲି ପଞ୍ଚାୟତର ସନ୍ତରାଗାଡ଼ିଆ ଠାରେ ଆମ ଜମିକୁ ମାଡିବ ରେଙ୍ଗାଲି ପାଣି କାର୍ଯ୍ୟକ୍ରମରେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ...
