ଓଡିଶାବେଳାଭୂମିରେ ସ୍ନାନ ହେଲା କାଳ, ମାକୁ ବଞ୍ଚାଇବାକୁ ଯାଇ ଗଲା ପୁଅର ଜୀବନmahabharatanewsFebruary 1, 2026 by mahabharatanewsFebruary 1, 202607 ପୁଣି ବେଳାଭୂମିରେ ସ୍ନାନ ହେଲା କାଳ। ମାକୁ ବଞ୍ଚାଇବାକୁ ଯାଇ ପୁଅର ମଧ୍ୟ ମୃତ୍ୟୁ। ଏଭଳି ଅଭାବନୀୟ ଏବଂ ହୃଦୟବିଦାରକ ଘଟଣା ଘଟିଛି ପୁରୀ ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ୍ପିଙ୍କ୍ ହାଉସ୍ ବେଳାଭୂମିରେ। ସମୁଦ୍ର...