ଓଡିଶାଉଦଳା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତାmahabharatanewsJanuary 18, 2023 by mahabharatanewsJanuary 18, 20230136 ଉଦଳା/ଦୀପକ ମିଶ୍ର : ଉଦଳା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉଦଳା ଥାନାରୁ ଏକ ବିରାଟ ରାଲିରେ ବାହାରି ବଜାର ପରିକ୍ରମା ସହ ଲୋକମାନଙ୍କୁ ସଚେତନ କରିଥିଲେ...