ଖେଳRRର ଲଗାତାର ଚତୁର୍ଥ ବିଜୟmahabharatanewsApril 11, 2026 by mahabharatanewsApril 11, 202609 ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2026 ର 16ତମ ମ୍ୟାଚ୍, ଗୌହାଟୀର ବାରସାପାରା ଷ୍ଟାଡିୟମରେ ରିୟାନ ପରାଗଙ୍କ ରାଜସ୍ଥାନ ରୟାଲ୍ସ ଏବଂ ରଜତ ପାଟିଦାରଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା, ଯେଉଁଠାରେ ରାଜସ୍ଥାନ ରୟାଲ୍ସ...