bharatଖେଳଭାରତଆଇ ପି ଏଲ୍ ଫାଇନାଲର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ ।mahabharatanewsMay 30, 2026 by mahabharatanewsMay 30, 2026038 ଚାଲିଥିବା ଆଇପିଏଲ ମହାସମର ୨୦୨୬ ର ଦ୍ୱିତୀୟ କ୍ୱାଲିଫାୟର୍ର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ । ଗତକାଲିର ମ୍ୟାଚରେ ଚମତ୍କାର ପଦର୍ଶନ କରି ୮ ଉଇକେଟ୍ରେ ଆର୍ ଆର୍କୁ ପରାସ୍ତ କରି ଫାଇନାଲ୍କୁ ଓଲ୍ଳାଇଛି...
ଖେଳRRର ଲଗାତାର ଚତୁର୍ଥ ବିଜୟmahabharatanewsApril 11, 2026 by mahabharatanewsApril 11, 2026039 ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2026 ର 16ତମ ମ୍ୟାଚ୍, ଗୌହାଟୀର ବାରସାପାରା ଷ୍ଟାଡିୟମରେ ରିୟାନ ପରାଗଙ୍କ ରାଜସ୍ଥାନ ରୟାଲ୍ସ ଏବଂ ରଜତ ପାଟିଦାରଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା, ଯେଉଁଠାରେ ରାଜସ୍ଥାନ ରୟାଲ୍ସ...
ଖେଳଦେଶ ବିଦେଶଭାରତଆଇପିଏଲ୍ ମହାସମରରେ ଶୀର୍ଷରେ RCBmahabharatanewsApril 6, 2026April 6, 2026 by mahabharatanewsApril 6, 2026April 6, 2026048 ଗତକାଲିର ଧୁଆଁଦାର ମ୍ୟାଚ୍ ପରେ ଏବେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି RCB ଗତକାଲି ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ...
ଖେଳଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁmahabharatanewsApril 6, 2026 by mahabharatanewsApril 6, 2026054 ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ସେମାନଙ୍କର ସ୍ୱପ୍ନର ଧାରା ଜାରି ରଖିଛି। ଏହି ବିଜୟ ଲକ୍ଷ୍ୟ ଥିଲା...
ଖେଳଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ପ୍ରଶଂସକଙ୍କ ସ୍ମାରକୀ ଫଳକmahabharatanewsMarch 24, 2026 by mahabharatanewsMarch 24, 2026042 ଆଗାମୀ ଆଇପିଏଲରେ ମ୍ୟାଚ୍ ଦିନଗୁଡ଼ିକରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳିମାନେ ୧୧ ନମ୍ବର ଜର୍ସି ପିନ୍ଧି ତାଲିମ ନେବେ ଏବଂ ଫ୍ରାଞ୍ଚାଇଜ୍ ଗତ ବର୍ଷ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଦୁଃଖଦ...
ଖେଳରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକାmahabharatanewsApril 4, 2023 by mahabharatanewsApril 4, 20230151 ନୂଆଦିଲ୍ଲୀ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । ଆର୍ସିବି ପେସ୍ ବୋଲର ରିସି ଟପ୍ଲେ ଆଘାତପ୍ରାପ୍ତ ହୋଇଛନ୍ତି। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କର ଡାହାଣ...