ଦେଶ ବିଦେଶକମେଡିଆନ୍ ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛିmahabharatanewsAugust 15, 2026 by mahabharatanewsAugust 15, 202605 ସୁପ୍ରିମକୋର୍ଟ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ଶୋ’ରେ ଦିବ୍ୟାଙ୍ଗମାନଙ୍କ ବିଷୟରେ ମନ୍ତବ୍ୟ ଦେବା ପାଇଁ YouTuber ଏବଂ ହାସ୍ୟ ଅଭିନେତା ସମୟ ରୈନା ଏବଂ ଅନ୍ୟ ଚାରି ଜଣଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି।...