ଯଦି କମ୍ପାନୀ ଭାରତୀୟ ସମ୍ବିଧାନର ନିୟମ ପାଳନ କରିପାରୁ ନାହିଁ ତାହେଲେ ଭାରତ ଛାଡ଼ି ପଳାଇ ଯାଉ
ସୁପ୍ରିମକୋର୍ଟ ହ୍ୱାଟ୍ସଆପ୍ ଏବଂ ମେଟାର ଡାଟା ସେୟାରିଂ ଅଭ୍ୟାସ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ଭାରତୀୟ ପ୍ରତିଯୋଗିତା ଆୟୋଗ ହ୍ୱାଟ୍ସଆପ୍ର 2021 ର ଗୋପନୀୟତା ନୀତି ପାଇଁ ମେଟା ଉପରେ 213.14 କୋଟି...
